Kalpa Bata Manima He

ହେ କଳ୍ପବଟ ମଣିମା, ଏବେ ଉଠ
ମଣିମା ଉଠ ଉଠ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ

ଗୀତ ଗୋବିନ୍ଦ ତାର ଗାଇଲା ମାଲୁଣି ତାର ଘରେ, ମାଲୁଣି ତାର ଘରେ
ଶୁଣିବାକୁ ତୁ ଧାଇଁଲୁ କଷି ବାଇଗଣ କିଆରୀରେ, କଷି ବାଇଗଣ କିଆରୀରେ
ଶୁଣିବାକୁ ତୁ ଧାଇଁଲୁ କଷି ବାଇଗଣ କିଆରୀରେ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?

କଳିଯୁଗରେ ଧରିଛୁ ନାଁ କାଳିଆ
ଯୁଦ୍ଧ କରିବାକୁ ସାଙ୍ଗରେ ଅଛି ବଳିଆ, ହାଃହା
ଭକତ ଗଇଠା ଖାଉଛୁ ପୁରୀରେ ବସେଇ ହାଟ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?

ନିର୍ମାଲ୍ୟ, ଅବଢ଼ା, ଟଙ୍କ-ତୋରାଣି ବିକିଲୁ, ହାଃହା
ଚନ୍ଦନ, ତୁଳସୀ, କର୍ପୁର, ଅବିର ମାଖିଲୁ, ହାଃହା
୬୦ ପଉଟି ଗିଳିକି ତଥାପି କରୁଛୁ ନାଟ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?

କଳିଯୁଗେ କଳକୀ ଅବତାର, କଳିଯୁଗେ କଳକୀ ଅବତାର
ଆରେ, କଳିଯୁଗେ କଳକୀ ଅବତାର, କାଳିଆ କରୁଛି ବିଚାର

ରତ୍ନ ମଣ୍ଡପେ ଜଗା କାଳିଆ, ମଝିରେ ଅଛନ୍ତି ସୁଭଦ୍ରା ମା'
ଭକ୍ତଙ୍କ ପାଇଁ ଆଃହା, ଆଃହା, ଭକ୍ତ ପାଇଁ ଆଃହା
ଯାତ କରିଛି ଗୁଣ୍ଡିଚା ଯାତ, ଯାତ କରିଛି ଗୁଣ୍ଡିଚା ଯାତ

ଭକ୍ତଙ୍କ ସଙ୍ଗେ ଭେଟ, ଆଃହା, ଭକ୍ତଙ୍କ ସଙ୍ଗେ ଭେଟ
ଏ, ୧୬ କଳାର କାଳିଆ ଓଜନିଆ ତମ ପେଟ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା (ଉଠ ହେ ମଣିମା ଉଠ-ଉଠ)
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ
ତୁମ ପିନ୍ଧା ଖନ୍ଦୁଆ ପାଟ, ତୁମ ପିନ୍ଧା ଖଣ୍ଡୁଆ ପାଟ

କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?
କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ, ହାଃହା
ପ୍ରଭୁ ଚିରିଲା କେମିତି ତୁମ ପିନ୍ଧା ଖଣ୍ଡୁଆ ପାଟ?
କଳ୍ପବଟ ମଣିମା ହେ, ମଣିମା ହେ, ଉଠ ଉଠ

Credits
Writer(s): Nandu Honap, Narendra Kumar
Lyrics powered by www.musixmatch.com

Link