Keri Keri Suna Duba

କେରି-କେରି ସୁନାଦୂବ, ଲୋ ସଜନୀ
କେରି-କେରି ସୁନା ଦୂବ
କେରି-କେରି ସୁନାଦୂବ, ଲୋ ସଜନୀ
କେରି-କେରି ସୁନାଦୂବ

ଶୀଜଗନ୍ନାଥଙ୍କୁ ସୁମରଣା କଲେ
ଶୀଜଗନ୍ନାଥଙ୍କୁ ସୁମରଣା କଲେ

ସବୂ ଅନୁକୁଳ ହୁଏ ଶୁଭ

କେରି-କେରି ସୁନାଦୂବ, ଲୋ ସଜନୀ
କେରି-କେରି ସୁନାଦୂବ
କେରି-କେରି ସୁନାଦୂବ, ଲୋ ସଜନୀ
କେରି-କେରି ସୁନାଦୂବ

ବଡ ଅନୁଭବୀ ଠାକୁର ସିଏ ଲୋ
କଥା ପଚାରିଲେ ଉତ୍ତର ଦିଏ ଲୋ
ବଡ ଅନୁଭବୀ ଠାକୁର ସିଏ ଲୋ
କଥା ପଚାରିଲେ ଉତ୍ତର ଦିଏ ଲୋ

ତା ମହିମା କଥା ଜାଣେ ତ ଜଗତ
ସେ ଲାଗି ପରା ସେ ଜଗତର ନାଥ

ଦେଖି-ଦେଖି ବଢେ ଲୋଭ, ଲୋ ସଭନୀ
ଦେଖି-ଦେଖି ବଢେ ଲୋଭ
ଦେଖି-ଦେଖି ବଢେ ଲୋଭ, ଲୋ ସଭନୀ
ଦେଖି-ଦେଖି ବଢେ ଲୋଭ

କଳା ଶ୍ରୀମୁଖ ମୋ ଆଖିର ପଲକ
କଳା ଶ୍ରୀମୁଖ ମୋ ଆଖିର ପଲକ

ତାପରି କିଏ ସେ ଆଉ ହେବ?

କେରି-କେରି ସୁନାଦୂବ, ଲୋ ସଜନୀ
କେରିକେରି ସୁନାଦୂବ

ନୀଳାଚଳ ଧାମେ ଦେଉଳ ତାର ଲୋ
ଭକତଙ୍କୁ ଟାଣେ ତାହାରି ଡୋର ଲୋ
ନୀଳାଚଳ ଧାମେ ଦେଉଳ ତାର ଲୋ
ଭକତଙ୍କୁ ଟାଣେ ତାହାରି ଡୋର ଲୋ

ଆପଦେ ବିପଦେ ହୁଏ ସେ ସାହା ତ
ରତନ ବେଦୀରୁ ବଢାଇ ତା ହାତ

ଡାକି-ଡାକି ବୂଝେ ଦୂଃଖ, ଲୋ ସଜନୀ
ଡାକି-ଡାକି ବୂଝେ ଦୂଃଖ
ଡାକି-ଡାକି ବୂଝେ ଦୂଃଖ, ଲୋ ସଜନୀ
ଡାକି-ଡାକି ବୂଝେ ଦୂଃଖ

ଭାବବିନୋଦିଆ ଠାକୁର ସିଏ ଲୋ
ଭାବବିନୋଦିଆ ଠାକୁର ସିଏ ଲୋ

ଭକତଠି ତାର ବଡ ଭାବ

କେରି-କେରି ସୁନାଦୂବ, ଲୋ ସଜନୀ
କେରି-କେରି ସୁନାଦୂବ
କେରି-କେରି ସୁନାଦୂବ, ଲୋ ସଜନୀ
କେରି-କେରି ସୁନାଦୂବ

ଶୀଜଗନ୍ନାଥଙ୍କୁ ସୁମରଣା କଲେ
ଶୀଜଗନ୍ନାଥଙ୍କୁ ସୁମରଣା କଲେ

ସବୂ ଅନୁକୁଳ ହୁଏ ଶୁଭ

କେରି-କେରି ସୁନାଦୂବ, ଲୋ ସଜନୀ
କେରି-କେରି ସୁନାଦୂବ
କେରି-କେରି ସୁନାଦୂବ, ଲୋ ସଜନୀ
କେରି-କେରି ସୁନାଦୂବ

କେରି-କେରି ସୁନାଦୂବ, ଲୋ ସଜନୀ
କେରି-କେରି ସୁନାଦୂବ



Credits
Writer(s): Saroj Nanda, Shirshananda Das Kanungo
Lyrics powered by www.musixmatch.com

Link