Mu Prasiddha Paataki

ଆଆ-ଆଆଆ, ଆ-ଆ-ଆ

ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ
ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ

ମୁଁ ପିଆସି ଚାତକି, ତୁ ଝରା ଶ୍ରାବଣ
ତୁ ଝରା ଶ୍ରାବଣ

ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ
ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ

ଗନ୍ଧ ବିନା ପୁଷ୍ପ, ଜ୍ୟୋତି ବିନା ଦୀପ
ଦୃଷ୍ଟି ବିନା ନୟନ ଥାଇ କି କାରଣ
ଜଳ ବିନା ମିନ ଯେମିତି ଉଚ୍ଛନ୍ନ

ତୋ ବିନୁ କାଳିଆ ସେମିତି ମୋ ପ୍ରାଣ
ସେମିତି ମୋ ପ୍ରାଣ

ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ
ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ

ପାପୀ ବୋଲି କହି ନଦେବୁ ଆଡେଇ
ମାଗେ କୃପା ଦାନ ହେ ଚକାନୟନ
ପାତକି ମୁସମ ନହେଲେ ଜନମ

କେ ଡାକିବ ତତେ ପତିତ ପାବନ? ପତିତ ପାବନ

ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ
ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ

ମୁଁ ପିଆସି ଚାତକ, ତୁ ଝରା ଶ୍ରାବଣ
ତୁ ଝରା ଶ୍ରାବଣ

ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ
ମୁଁ ପ୍ରସିଦ୍ଧପାତ କି? ତୁ ପତିତପାବନ



Credits
Writer(s): Prafulla Kar
Lyrics powered by www.musixmatch.com

Link