Kahin Kete Duru

କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ
କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ

ସିଂହଦ୍ୱାର ଆଗେ ତୋ ବଡ଼ଦାଣ୍ଡ ରେ, ସିଂହଦ୍ୱାର ଆଗେ ତୋ ବଡ଼ଦାଣ୍ଡ ରେ

ହସିହସି ତୋ ନାମ ଗାଇବା ପାଇଁ

କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ, ତତେ କାଳିଆ ଦେଖିବା ପାଇଁ

ପଶ୍ଚିମ ରୁ ଉତ୍ତର ଦକ୍ଷିଣ ପରି
ପୂରୁବ ରେ ତୋ ନାଁ ରେ ମନ ମୋହିଲି
ପଶ୍ଚିମ ରୁ ଉତ୍ତର ଦକ୍ଷିଣ ପରି
ପୂରୁବ ରେ ତୋ ନାଁ ରେ ମନ ମୋହିଲି

ଶ୍ରୀମୁଖ,ଶ୍ରୀବାହୁ,ଶ୍ରୀଅଙ୍ଗ,ଶ୍ରୀପତି

କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ, ତତେ କାଳିଆ ଦେଖିବା ପାଇଁ

ଟଙ୍କା ସୁନା ରେ ଲୋଭ ନାହିଁ ମୋହର
ନରେନ୍ଦ୍ର ମାଗୁଛି ରେ କରୁଣା ତୋର
ଟଙ୍କା ସୁନା ରେ ଲୋଭ ନାହିଁ ମୋହର
ନରେନ୍ଦ୍ର ମାଗୁଛି ରେ କରୁଣା ତୋର

ଶୟନେ,ସପନେ ଶ୍ରୀମୁଖ ଦେଖିବି

କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ
କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ

ସିଂହଦ୍ୱାର ଆଗେ ତୋ ବଡ଼ଦାଣ୍ଡ ରେ, ସିଂହଦ୍ୱାର ଆଗେ ତୋ ବଡ଼ଦାଣ୍ଡ ରେ
ହସିହସି ତୋ ନାମ ଗାଇବା ପାଇଁ
କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ
କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link