Utha Hanuman

ଘୋର କଳିକାଳ, ପାପୀ ମାଳ-ମାଳ
ଉଠ ହେ ହନୁମାନ

ଉଠ ହନୁମାନ, ଉଠାଅ ଗଦା
ଉଠ ହନୁମାନ, ଉଠାଅ ଗଦା

(ଉଠ ହନୁମାନ, ଉଠାଅ ଗଦା)
(ଉଠ ହନୁମାନ, ଉଠାଅ ଗଦା)

ଘୋର କଳିକାଳ, ପାପୀ ମାଳ-ମାଳ
ଘୋର କଳିକାଳ, ପାପୀ ମାଳ-ମାଳ

ସମୂଳେ ପାପକୁ କର ହେ ପଦା

ଉଠ ହନୁମାନ, ଉଠାଅ ଗଦା
(ଉଠ ହନୁମାନ, ଉଠାଅ ଗଦା)

ଘୋର ସଙ୍କଟରେ ସାରା ଜଗତ
ହେଲା ଦୁରୁଲଭ ସାଧୁ ସଙ୍ଗତ
ଅତି ବିଚଳିତ ଦିନ ବକତ

(ବଡ଼ ସଙ୍କଟରେ ସାରା ଜଗତ)
(ଅତି ବିଚଳିତ ଦିନ ବକତ)

ଦୁଷ୍ଟ ଖଳଜନ କର ନିପାତ
ଉଠ ହନୁମାନ, ଉଠାଅ ଗଦା

କଳିଯୁଗ ବାକି ରହିଲା ଅଧା

ଉଠ ହନୁମାନ, ଉଠାଅ ଗଦା
(ଉଠ ହନୁମାନ, ଉଠାଅ ଗଦା)

ତୁମ ଆସରାରେ କଟୁଚି ଦିନ
ତୁମ ଭରସାରେ ବିତେ ଜୀବନ
ଗୁହାରି କରୁଛୁ ଏ ଦିନଜନ

(ତୁମ ଆସରା ରେ କଟୁଚି ଦିନ)
(ଗୁହାରି କରୁଛୁ ଏ ଦିନଜନ)

ତୁମ ବୀରପଣ କର ପ୍ରକାଶ
ଉଠ ହନୁମାନ, ଉଠାଅ ଗଦା

ଖୋଜେ ଏ ଜଗତ ତୁମରି ବିଧା

ଉଠ ହନୁମାନ, ଉଠାଅ ଗଦା
ଉଠ ହନୁମାନ, ଉଠାଅ ଗଦା
(ଉଠ ହନୁମାନ, ଉଠାଅ ଗଦା)

ଘୋର କଳିକାଳ, ପାପୀ ମାଳ-ମାଳ
ଘୋର କଳିକାଳ, ପାପୀ ମାଳ-ମାଳ

ସମୂଳେ ପାପକୁ କର ହେ ପଦା

ଉଠ ହନୁମାନ, ଉଠାଅ ଗଦା
ଉଠ ହନୁମାନ, ଉଠାଅ ଗଦା
(ଉଠ ହନୁମାନ, ଉଠାଅ ଗଦା)
(ଉଠ ହନୁମାନ, ଉଠାଅ ଗଦା)



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link